Jump to content

ପୃଷୋଦର

ଉଇକିଅଭିଧାନ‌ରୁ

ପୃଷୋଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପୃଷତ୍+ଉଦର; ନିପାତନସିଦ୍ଧ)

[ସମ୍ପାଦନା]

ଯାହାର ପେଟର ବିନ୍ଦୁ ବିନ୍ଦୁ ଚିହ୍ନ ଥାଏ — Having the beily marked with spots.

[ ଦ୍ର—ସଂସ୍କୃତ ବ୍ୟାକରଣରେ ନିପାତନସିଦ୍ଧ ପଦର ଉଦା— ହରଣସ୍ୱରୂପ 'ପୃଷୋଦର' ଲେଖା ଯାଇଅଛି ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାୟୁ (ହିନ୍ଦୀ - ଶ) —wind.