Jump to content

ପୃଷ୍ଟ

ଉଇକିଅଭିଧାନ‌ରୁ

ପୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ପ଼ୃଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରଚ୍ଛ ଧାତୁ=ପଚାରିବା+କର୍ମ. ତ)

[ସମ୍ପାଦନା]

ଜିଜ୍ଞାସିତ —Asked; questioned.

ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ଜିଜ୍ଞାସା — Questioning; interrogation.

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ସ୍ପଷ୍ଟ)

[ସମ୍ପାଦନା]

ସ୍ପଷ୍ଟ — Clear; unambiguous.

ବିଶେଷ୍ୟ - (ସଂସ୍କୃତ - ପୃଷ୍ଠର ଅଶୁଦ୍ଧ ଉଚ୍ଚାରଣ)

[ସମ୍ପାଦନା]

ପୃଷ୍ଠ (ଦେଖ) - Pṛushṭha (See)