ପୃଷ୍ଟି
ଦେଖଣା
ପୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସ୍ପୃଶ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ରଶ୍ମି; କରିଣ — ୧. Ray of light.
- ୨. ସ୍ପର୍ଶ —୨. Touch.
- ୩. (ପ୍ରଚ୍ଛ ଧାତୁ+ଭାବ. ତି) ପଚାରିବା; ଜିଜ୍ଞାସା (ହିନ୍ଦୀ - ଶ) — ୩. Questoning.
- ୪. ପଛ ଅଂଶ (ହିନ୍ଦୀ - ଶ) —୪. Back part.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୃଷ୍ଟି)
[ସମ୍ପାଦନା]ପାଟାରା ଓ ବଣିଆ ଆଦିଙ୍କ ବଂଶୋପାଧି — Family-title of certain gildsmiths, cloth- dealers and some other Ṡūdras.