Jump to content

ପୃଷ୍ଠ

ଉଇକିଅଭିଧାନ‌ରୁ

ପୃଷ୍ଠ

ଉଚ୍ଚାରଣ

[ସମ୍ପାଦନା]

(ପୃଷ୍ଠକ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ)

[ସମ୍ପାଦନା]
୧. ପିଠି —୧. The back.
୨. ପଛଆଡ଼ —୨. Back side.
୩. ବସ୍ତୁର ଉପର ପାଖ — ୩. Upper side.
୪. ବହାର ପାଖ — ୪. Outside; outer surface.
୫. ପର୍ବତ ଆଦିର ମଥାନ —୫. Ridge.
୬. ପଛ; ଶେଷ ଭାଗ —୬. The rear.
୭. ଏକ ପାଖ; ତଳ —୭. Surface.
୮. ପତ୍ରର ପିଠି ପାଖ; ପତ୍ରର ଯେଉଁ ପାଖ ଭୂମି ଆଡ଼କୁ ଥାଏ — ୮. The back of a leaf.
୯. ଦେଉଳର ଅଂଶବିଶେଷ — ୯. A part ofa temple.

[ ଦ୍ର—ଦେଉଳ ତଳେ ନୋଟ ଦେଖ]

୧. ପୁସ୍ତକର ପତ୍ରର ଏକ ପାଖ — ୧୦. Page of a book.
୧୧. ପୁସ୍ତକର ପତ୍ର (ହିନ୍ଦୀ - ଶବ୍ଦସାଗର) — ୧୧. A leaf of a book.