Jump to content

ପୃଷ୍ଠତଃ

ଉଇକିଅଭିଧାନ‌ରୁ

ପୃଷ୍ଠତଃ

ଉଚ୍ଚାରଣ

[ସମ୍ପାଦନା]

(ଅଗ୍ରତଃ—ବିପରୀତ)

ସଂସ୍କୃତ - ଅ. (ପୃଷ୍ଠ+୫ମୀ ଓ ୭ମୀ ବିଭକ୍ତିରେ ତସ୍)

[ସମ୍ପାଦନା]
୧. ପଛ ଆଡ଼େ ; ପଶ୍ଚାଦ୍ ଭାଗରେ — ୧. Behind the back; behind on the back of.
୨. ପଛ ଆଡ଼ରୁ —୨. From behind.
୩. ପିଠି ଆଡ଼ରେ —୩. On the back side.