Jump to content

ପୃଷ୍ଠଶୟ

ଉଇକିଅଭିଧାନ‌ରୁ

ପୃଷ୍ଠଶୟ

ଉଚ୍ଚାରଣ

[ସମ୍ପାଦନା]
(ପୃଷ୍ଠଶୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ— (ପୃଷ୍ଠ=ପିଠି+ଶୀ ଧାତୁ=ଶୋଇବା+କର୍ତ୍ତ. ଅ)

[ସମ୍ପାଦନା]

ଉତ୍ତାନଶାୟୀ; ଯେ ଚିତି ହୋଇ ଶୁଏ — Sleeping on the back.