ପୃଷ୍ଠା ଫିସ୍
ଦେଖଣା
ପୃଷ୍ଠା ଫିସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୃଷ୍ଠା ଫିସ୍
|
ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ପୃଷ୍ଠା ଓ ଇଂରାଜୀ - ଫିସ୍)
[ସମ୍ପାଦନା]ରେଜିଷ୍ଟରୀ କରାଯିବା ଦଲିଲକୁ ସରକାରୀ ରେଜିଷ୍ଟରୀ ବହିରେ ନକଲ କରିବା ନିମନ୍ତେ ରେଜିଷ୍ଟରୀ ଅଫିସ୍ର
(ପୃଷ୍ଠୀଫୀ; ପୃଷ୍ଠାଫିସ୍—ଅନ୍ୟରୂପ)
କର୍ମଚାରୀ ପକ୍ଷମାନଙ୍କଠାରୁ ଦଲିଲର ପ଼ୃଷ୍ଠାର ସଂଖ୍ୟାନୁପାତର ଯେଉଁ ଫିସ୍ ବା ରୋସମ ନିଅନ୍ତି —Page fee charged by the Registration officer according to the number of pages of a registered deep