Jump to content

ପୃଷ୍ଠ ଚକ୍ଷୁଃ

ଉଇକିଅଭିଧାନ‌ରୁ

ପୃଷ୍ଠ ଚକ୍ଷୁଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପୃଷ୍ଠ+ଚକ୍ଷୁସ୍; ପୃଷ୍ଠ ଦେଶରେ ଚକ୍ଷୁ ଯାହାର)

[ସମ୍ପାଦନା]
୧. କର୍କଟ; କଙ୍କଡ଼ା —୧. A crab.
୨. ଭଲ୍ଲୁକ; ଭାଲୁ —୨. Bear.