Jump to content

ପୃଷ୍ଠ ଦୃଷ୍ଟି

ଉଇକିଅଭିଧାନ‌ରୁ

ପୃଷ୍ଠ ଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପୃଷ୍ଠ+ଦୃଷ୍ଟି)

[ସମ୍ପାଦନା]

ଭଲ୍ଲୁକ; ଭାଲୁ — The bear.


ବିଶେଷଣ -

[ସମ୍ପାଦନା]

ଯେ ପଛ ଆଡ଼କୁ ଚାହିଁ ପାରେ — Capable of looking behind.