Jump to content

ପୃଷ୍ଠ ବାହ

ଉଇକିଅଭିଧାନ‌ରୁ

ପୃଷ୍ଠ ବାହ

ଉଚ୍ଚାରଣ

[ସମ୍ପାଦନା]

ପୃଷ୍ଠ ବାଟ୍(ଡ଼୍), ପୃଷ୍ଠ ବାହ୍ୟଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପଷ୍ଠ+ବହ୍ ଧାତୁ+ଅ; ଯେ ପିଠିରେ ବୋଝ ବହେ)

[ସମ୍ପାଦନା]
୧. ଖାଡି ବଳଦ; ଥୋଡ଼ି ବଳଦ — ୧. A pack bullock; an ox of burden.
୨. ଯେଉଁ ପଶୁର ପିଠିରେ ବୋଝ ବୁହାଯାଏ — ୨. An animal carrying loads on the back.