Jump to content

ପୃଷ୍ଠ ମର୍ମ

ଉଇକିଅଭିଧାନ‌ରୁ

ପୃଷ୍ଠ ମର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୁଶ୍ରୁତ ଅନୁସାରେ ମନୁଷ୍ୟର ପିଠିରେ ମେରୁଦଣ୍ଡର ଦୁଇ ପାଖରେ ଥିବା ୧୪:ଟି ମର୍ମସ୍ଥାନ — Fourteen vulnerable points on the back on both sides of the human spine.

[ ଦ୍ର—ଏଥି ମଧ୍ୟରୁ କୌଣସି ମର୍ମ ସ୍ଥାନରେ ଆଘାତ ଲାଗିଲେ ମନୁଷ୍ୟ ମରି ଯାଇ ପାରେ କିମ୍ୱା ଆଜୀବନ ଅକର୍ମଣ୍ୟ ହୋଇ ଯାଇ ପାରେ (ହିନ୍ଦୀ - ଶ.)]