Jump to content

ପୃଷ୍ଠ ଶୃଙ୍ଗୀ

ଉଇକିଅଭିଧାନ‌ରୁ

ପୃଷ୍ଠ ଶୃଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପୃଷ୍ଠ+ଶୃଙ୍ଗ+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଭୀମସେନ (ହିନ୍ଦୀ - ଶ.) —୧. Bhīma sena.
୨. ମେଣ୍ଢା —୨. A ram.
୩. କ୍ଳୀବ; ନପୁଂସକ —୩. An eunoch.
୪. ମହିଷ —୪. Buffalo.