Jump to content

ପେଏଁକାଳ

ଉଇକିଅଭିଧାନ‌ରୁ

ପେଏଁକାଳ

ଉଚ୍ଚାରଣ

[ସମ୍ପାଦନା]

ପେହେଁକାଳ, ପେଙ୍କାଳଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ହାତୀର ରଡ଼ି ବା ଶବ୍ଦ — The braying of an elephant.

ପଥର ଗଡ଼ିଯିବା ପରି ତଳେ ଗଡ଼ି ଛାଡ଼ିଲେ ଅହର୍ନିଶୀ ପେହେଁକାଳ ରଡ଼ି କୃଷ୍ଣସିଂହ. ମହାଭାରତ ବିରାଟ.