Jump to content

ପେଏଁ କାଳିଆ

ଉଇକିଅଭିଧାନ‌ରୁ

ପେଏଁ କାଳିଆ

ଉଚ୍ଚାରଣ

[ସମ୍ପାଦନା]

ପେଙ୍କାଳିଆ, ପେହେଁକାଳିଆଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧାନଗଛର ରୋଗବିଶେଷ — ୧. A kind of disease affecting paddy plants.

[ ଦ୍ର—ଶାରଦଧାନ ଗଛରୁ କେଣ୍ଡା ବାହାରିବା ପୂର୍ବରୁ ଭାଦ୍ରବମାସରେ ଖୁବ୍ ଖରା ହୋଇ ଘଡ଼ଘଡ଼ି ମାଇଲେ ଧାନଗଛର ଗର୍ଭରୁ କାହାଳି ପରି ଗୋଟାଏ ଲମ୍ୱ ଶଣ୍ଢା ବା କଢ଼ା ବାହାରେ ଓ ତହିଁରେ ଧାନ ଫଳେ ନାହିଁ]

୨. ପେହେଁକାଳି ବଜାଇବା ବ୍ୟକ୍ତି — ୨. A person who blows a pipe.
୩. ପେଏଁ କାଳ (ଦେଖ) - —୩. pe-eñkāḻa (See)