Jump to content

ପେକ୍ଷିବା

ଉଇକିଅଭିଧାନ‌ରୁ

ପେକ୍ଷିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଉପେକ୍ଷା)

[ସମ୍ପାଦନା]

ତ୍ୟାଗ କରିବା — To abandon; to give up,

ମୋର ଜୀବନ ବହୁ ଦୁଃଖୀ ସ୍ନାନ ଭୋଜନ ଦୂରେ ପେକ୍ଷି ଜଗନ୍ନାଥ. ଭାଗବତ