ପେଖନା
ଦେଖଣା
ପେଖନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଖନି, ପେଖାନା, ପେଖିଣ୍ଡି, ପେଖିନିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରେଙ୍ଖଣ)
[ସମ୍ପାଦନା]- ୧. ଛଳନା; ବାହାନା; ଭାନ — ୧. Pretence; deceit; feigning; excuse.
'ମୁଁ' ଭାବେ ଜଡିତ ଅମର ଚିତ୍କଣା ଦେଖାଉଛି ଭବେ ଅସଂଖ୍ୟ ପେଚନା ରାଧାନାଥ, ଦରବାର
- ୨. କପଟ ବ୍ୟବହାର —୨. Hypocricy.
- ୩. ଛଇ; ଥଟ୍ଟା —୩. Joking; jest.
- ୪. ଦୁଷ୍ଟାମୀ —୪. Wickedness.