Jump to content

ପେଙ୍ଗା

ଉଇକିଅଭିଧାନ‌ରୁ

ପେଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ପେଙ୍ଗେଈ, ପେଙ୍ଗୀସ୍ତ୍ରୀ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ପଙ୍ଗୁ)

[ସମ୍ପାଦନା]
୧. ଛୋଟା; ଲେଙ୍ଗଡ଼ା — ୧. Cripple; lame.
୨. ଛୋଟେଇ କରି ଚାଲୁଥିବା — ୨. Limping; halt.

ବିଶେଷ୍ୟ -

[ସମ୍ପାଦନା]
୧. ଛୋଟେଇ କରି ଚାଲିବା —୧. Limping.
୨. ଦୋଳ ଖେଳିବା ବେଳେ ନିଜର ବାହୁ ଓ ଗୋଡ଼ର ବଳଦ୍ୱାରା ଦୋଳିକୁ ଏକ ପାଖରୁ ଅନ୍ୟପାଖକୁ ଚଳାଇବା କର୍ମ — ୨. The act of giving a push to a swing with one's own arms and legs.