Jump to content

ପେଙ୍ଗୁ

ଉଇକିଅଭିଧାନ‌ରୁ

ପେଙ୍ଗୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବନ୍ୟଗୁଳ୍ମବିଶେଷ — A kind of wild plant.

[ ଦ୍ର—ଏହାର ଫୁଲ ସରୁ ଓ ଧଳା ଏବଂ କୋଳି ପେନ୍ଥା ପେନ୍ଥା; ଏହି ଫଳକୁ ଦୁଇ ମୁହଁ ମେଲା ବାଉଁଶ ନଳରେ ପୂରାଇ ଖଣ୍ଡିଏ କାଠିରେ ପଛଆଡ଼ୁ କେଞ୍ଚି ଦେଲେ ଶବ୍ଦ କରି ଫୁଟେ ପିଲାମାନେ ଏଥିରେ ଖେଳନ୍ତି]