ପେଚକା
ଦେଖଣା
ପେଚକା
ଉଚ୍ଚାରଣ
[ସମ୍ପାଦନା](ପେଚକୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସଂସ୍କୃତ - (ପେଚକ ଶବ୍ଦରୁ) ପେଚା ପରି — ୧. Owlish; owl-like.
- ୨. (ସଂସ୍କୃତ - ଚିପିଟ) ଚେପା; ଚେପଟା; ଚଟକା — ୨. Flat; flattened.
- ୩. ହାତ ଗୋଡ଼ ଯାକି ଯୁକି ମାଂସ ପିଣ୍ଡୁଳା ପରି ହୋଇ ପେଚା ପରି ବସିଥିବା —୩. Sitting by contracting or bringing together one's limbs like a lump of flesh (as an owl).