Jump to content

ପେଚକା ମୁହାଁ

ଉଇକିଅଭିଧାନ‌ରୁ

ପେଚକା ମୁହାଁ

ଉଚ୍ଚାରଣ

[ସମ୍ପାଦନା]

(ପେଚା ମୁହାଁ—ଅନ୍ୟରୂପ)

ପେଚକା ମୁହୀଁ, ପେଚାମୁଁହୀ, ପେଚକୀ ମୁହୀଁ, ପେଚୀମୁହୀଁସ୍ତ୍ରୀଲିଙ୍ଗ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଚଟକା ମୁହଁ ଯୁକ୍ତ; ପେଚା ପରି ଚେପଟା ମୁଖ ଯୁକ୍ତ —୧. Owl-faced; with face like an owl; flat-faced.
୨. ପୁଚକା ମୁହୀଁ; ଫୁଲୁକାମୁହୀଁ —୨. Having a puffed up or bloated face.