Jump to content

ପେଚମାରିବା

ଉଇକିଅଭିଧାନ‌ରୁ

ପେଚମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାଦଦ୍ୱାରା ଅନ୍ୟ ଲୋକର ପାଦକୁ ଆଘାତ କରିବା; ୨ ପେଚ କଣ୍ଟାକୁ କାଠ ଆଦି ଭିତରେ ପ୍ରବେଶ କରାଇବା; ୩ (ଲକ୍ଷଣାର୍ଥ) କୂଟ କୌଶଳ ପ୍ରୟୋଗ କରିବା