ପେଚା ବସିବା
(ପେଚା ଉଡ଼ିବା—ଅନ୍ୟରୂପ)
ଅମଙ୍ଗଳ ସୂଚକ ଶକୂନ ଦେଖାଯିବା — Foreboding of impending evil.
(ଯଥା—ତା ମୁଣ୍ଡରେ ବା ଘରେ ପେଚା ବସିଲାଣି, ତା ମୁଣ୍ଡ ଉପରେ ପେଚା ଉଡ଼ିଲାଣି )