Jump to content

ପେଚୀ

ଉଇକିଅଭିଧାନ‌ରୁ

ପେଚୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ପେଚା ପରି ଯାକି ଯୁକି ବସିଥିବା (ବାଲିକା ବା ସ୍ତ୍ରୀ ଲୋକ) —(a Woman) Who sits by contracting her limbs like an owl.
୨. ପେଚାମୁହୀଁ —୨. Owl-faced, flat faced (girl or woman).