Jump to content

ପେଚ କଷିବା

ଉଇକିଅଭିଧାନ‌ରୁ

ପେଚ କଷିବା

ଉଚ୍ଚାରଣ

[ସମ୍ପାଦନା]

ପେଚ ଅଣ୍ଟା (ଣ୍ଟେ)ଇବା, ପେଚ ଆଣ୍ଟିବା, ପେଚ ବସା(ସେ)ଇବା, ପେଚ ମୋଡ଼ିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପେଚ କଣ୍ଟାକୁ ବୁଲାଇ କ୍ରମଶଃ ଛିଦ୍ର ଭିତରକୁ ପ୍ରବେଶ କରାଇବା — To drive a screw into a hole.
୨. ଘଣ୍ଟାର ସ୍ପ୍ରିଙ୍ଗ୍କୁ ଗୁଡ଼ାଇବାପାଇଁ ଘଣ୍ଟାରେ ଚାବି ଦେବା — ୨. To wind up the spring of a clock or watch.
୩. (ଲକ୍ଷଣାର୍ଥ) ଚାତୁରୀ ବା କୌଶଳ ପ୍ରୟୋଗ କରି ମନୁଷ୍ୟକୁ ବଶ କରିବା —୩. (figurative) To bring a person under control by tactics.