Jump to content

ପେଚ ବାଜ୍

ଉଇକିଅଭିଧାନ‌ରୁ

ପେଚ ବାଜ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ ପେଚବାଜୀ—ବି]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କୂଟ ନୀତବିଶାରଦ; ପଲିସୀବାଜ୍ — ୧. Tactician; politic.
୨. କୈଶଳୀ; ଫନ୍ଦିବାଜ୍; ଫିକରବାଜ୍ — ୨. Artful; full of stratagms.
୩. କପଟାଚାରୀ —୩. Hypocritical.
୪. ଯେ ପ୍ରତିଦ୍ୱନ୍ଦୀ ମଲ୍ଲକୁ ପରାସ୍ତ କରିବାର ନାନାଦି ଫିକର ଜାଣେ —୪. Proficient in the art art of throwing down the opponent athlete.