Jump to content

ପେଜୀ

ଉଇକିଅଭିଧାନ‌ରୁ

ପେଜୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଇଂରାଜୀ - ପେଜ୍ ସଙ୍ଗେ ଦେଶୀ ଈ ପ୍ରତ୍ୟୟ; ଏହା ଅନ୍ୟ ସଂଖ୍ୟାବାଚକ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା— ବାରପେଜୀ, ଆଠପେଜୀ ଇତ୍ୟାଦି)

[ସମ୍ପାଦନା]
୧. (ଏତେ) ପୃଷ୍ଠାଯୁକ୍ତ — ୧. Having (So many) pages.
୨. ଯେଉଁ କାଗଜର ଏକ ଫରଦକୁ ଭାଙ୍ଗ କଲେ ଏତେ (୪/୮/୧୨/୧୬/୩୨: ଇତ୍ୟାଦି) ସଂଖ୍ୟକ ପୃଷ୍ଠା ହୁଏ — ୨. (equivalent to 'paged' in the words eight-paged, twelve-paged) Having so many pages to each sheet.