Jump to content

ପେଜୁଆ

ଉଇକିଅଭିଧାନ‌ରୁ

ପେଜୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପେଜ ମିଶ୍ରିତ — ୧. mixed with froth or scum of boiled rice.
୨. ପେଜପରି ଢଳ ଢଳ ଦେଖାଯିବା; ଫେନିଳ — ୨. With a frothy or scummy appearance.
୩. ଅତିରିକ୍ତ ରୂପ ସିଦ୍ଧ ହେବାରୁ ପେଜମିଶା (ଅନ୍ନ) — ୩. Over boiled (rice).
୪. ଜାଉପରି କାଠୁଆ —୪. Gruelly; thick like gruel.