ପେଜ୍
ଦେଖଣା
ପେଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ପୁସ୍ତକର ପୃଷ୍ଠା — ୧. Page of a book.
- ୨. ପୃଷ୍ଠାଙ୍କ —୨. The figures written on every page of a book.
- ୩. ରାଜା ଆଦିଙ୍କ ଅନୁଚର ବାଳକ ଭୃତ୍ୟ — ୩. A page or boy attendant of a king.
ପ୍ରାଦେଶିକ - (ସମ୍ୱଲପୁର; ଶେଷବର୍ଣ୍ଣର ହଳନ୍ତ ଉଚ୍ଚାରଣ) ବିଶେଷ୍ୟ -
[ସମ୍ପାଦନା]ପେଜ; ଭାତର ମଣ୍ଡ —Rice gruel.