Jump to content

ପେଜ ନଳା

ଉଇକିଅଭିଧାନ‌ରୁ

ପେଜ ନଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ନଳାବାଟେ ରୁଷେଇ ଘରୁ ବାହାର ଆଡ଼କୁ ପେଜ ଢଳା ହୋଇ ବୋହିଯାଏ — The pipe or drain which conveys the scum of boiled rice from the cook-room.