Jump to content

ପେଞ୍ଚ୍ ପାଞ୍ଚ୍

ଉଇକିଅଭିଧାନ‌ରୁ

ପେଞ୍ଚ୍ ପାଞ୍ଚ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଫାରାସୀ - ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର)

[ସମ୍ପାଦନା]
୧. କଳ କଦର — ୧. Intricacies.
୨. ମଲ୍ଲଦ୍ୱାରା ପ୍ରଯୁକ୍ତ କୌଶଳ —୨. A tactful movement of the limbs of an athlete.
୩. କୂଟ ନୀତ ପ୍ରୟୋଗ —୩. The application of a crooked policy or tactics.
୪. କୌଶଳ —୪. Trick.


୫. କୂଟ ନୀତ —୫. Policy; tactics.
୬. ଗୋଲକ ଧନ୍ଦା; ବିଷମ ସମସ୍ୟା — ୬. Maze; dilemma.
୭. ଗୃହଚ୍ଛିହ୍ର; ବଂଶର ଗୁପ୍ତ ଦୋଷ — ୭. The secrets of a family-scandal.