ପେଞ୍ଚ ବାଜ୍
ଦେଖଣା
ପେଞ୍ଚ ବାଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ ପେ(ଞ୍ଚ)ବାଜୀ—ବି]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କୂଟ ନୀତବିଶାରଦ; ପଲିସୀବାଜ୍ — ୧. Tactician; politic.
- ୨. କୈଶଳୀ; ଫନ୍ଦିବାଜ୍; ଫିକରବାଜ୍ — ୨. Artful; full of stratagms.
- ୩. କପଟାଚାରୀ —୩. Hypocritical.
- ୪. ଯେ ପ୍ରତିଦ୍ୱନ୍ଦୀ ମଲ୍ଲକୁ ପରାସ୍ତ କରିବାର ନାନାଦି ଫିକର ଜାଣେ —୪. Proficient in the art art of throwing down the opponent athlete.