ପେଞ୍ଚ ବୁଲେଇବା
ଦେଖଣା
ପେଞ୍ଚ ବୁଲେଇବା
ଉଚ୍ଚାରଣ
[ସମ୍ପାଦନା][ପେ(ଞ୍ଚ)ମୋଡ଼ିବା—ଅନ୍ୟରୂପ)]
ଅନୁବାଦ
[ସମ୍ପାଦନା]ପେଞ୍ଚ ବୁଲେଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ପେଚ କଣ୍ଟାକୁ ଆଣ୍ଟିବା ବା କାଢ଼ିବା ନିମନ୍ତେ ତାକୁ ବାମ ବା ଡାହାଣ ଆଡ଼କୁ ଘୂରାଇବା — ୧. To turn a screw; to twist the head of a screw in order to screw it in or unscrew it.
- ୨. (ଲକ୍ଷଣାର୍ଥ) କୌଶଳ ବା ଚାତୁରୀ ପ୍ରୟୋଗ କରିବା — ୨. (figurative) To apply a policy or stratagem.