Jump to content

ପେଟକ

ଉଇକିଅଭିଧାନ‌ରୁ

ପେଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପେଟ+ସ୍ୱାର୍ଥେ. କ)

[ସମ୍ପାଦନା]
୧. ଗୋଲ ପାତ୍ର; କୁମ୍ପା; ବୋତଲ —୧. A bottle or a round pot.
୧. ମୁହଁରେ ଡାଲା ଥିବା ଛୋଟ ପେଡ଼ା; ପେଡ଼ୀ — ୨. Basket with a lid; casket.
୩. ପେଡ଼ା; ପେଟେରା — ୩. An enclosed receptacle.
୪. ବାକସ —୪. Box.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉଦର ପୂର୍ଣ୍ଣ ଏକଥର ଭୋଜନ — A bellyful of food.