Jump to content

ପେଟକୁ ମାରିବା

ଉଇକିଅଭିଧାନ‌ରୁ

ପେଟକୁ ମାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶୂଳ ରୋଗ — ୧. Colic pain.

କ୍ରିୟାପଦ -

[ସମ୍ପାଦନା]

ଝାଡ଼ା ପରିଷ୍କାର ହେବା ବିଶ୍ୱାସରେ ପେଟରେ ହାତଦ୍ୱାରା ଫୁଟୁକି ମାରିବା —To pat on the belly (with a belief that thus there will be a cleansing of the bowels.



ପେଟକୁ ମାରିବା

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପେଟରେ ଶୂଳ ରୋଗର ବ୍ୟଥା ଅନୁଭୂତି

[ଦ୍ରଷ୍ଟବ୍ୟ —ଏହିପରି ପିଠିକି, କଙ୍କାଳକୁ, ଅଣ୍ଟାକୁ, ଛାତିକି ଆଦି ଶବ୍ଦ ସଙ୍ଗେ ମାରିବା ଶବ୍ଦ ପ୍ରୟୋଗ କରା ଯାଇ ସେହି ସେହି ଅଙ୍ଗରେ ଅନୁଭୂତ ଶୂଳ ବେଦନାକୁ ବୁଝାଏ]