Jump to content

ପେଟପୋଛା

ଉଇକିଅଭିଧାନ‌ରୁ

ପେଟପୋଛା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଣ—(ତୁଳ. ହିନ୍ଦୀ - ପେଟ ପୋଛନା=ଅନ୍ତିମ ସନ୍ତାନ)

[ସମ୍ପାଦନା]

କୋଡ଼ପୋଛା; ଯେଉଁ ସନ୍ତାନ ପରେ ମାତାଙ୍କର ଆଉ ସନ୍ତାନ ଜନ୍ମେ ନାହିଁ —Last (offspring).

ବିଶେଷ୍ୟ -

[ସମ୍ପାଦନା]

କୋଡ଼ ପୋଛା ପିଲା; ଅନ୍ତିମ ସନ୍ତାନ — A mother's last or ultimate child.

[ଦ୍ରଷ୍ଟବ୍ୟ —ଯେଉଁ ପରି କୌଣସି ପାତ୍ରର ଭିତର ନିଃଶେଷରୂପେ ପୋଛି ଆଣିବା ପରେ ପାତ୍ରରେ ଆଉ କିଛି ଜିନିସ ନ ଥାଏ, ସେହି ଉଲାଖରେ କୋଡ଼ପୋଛା, ପେଟପୋଛା ଶବ୍ଦମାନ ବ୍ୟବହୃତ ହୋଇ ଅଛି ଅର୍ଥାତ୍ ଯେଉଁ ସନ୍ତାନ ଜନ୍ମ ହେଲା ପରେ ମାଆଙ୍କ ପେଟ ନିଃଶେଷରୂପେ ପୋଛି ହୋଇଯାଏ ଓ ତତ୍ପରେ ଆଉ କୌଣସି ସନ୍ତାନ ଜନ୍ମେ ନାହିଁ]