Jump to content

ପେଟରେ ଓଦାକନା ପକେଇବା

ଉଇକିଅଭିଧାନ‌ରୁ

ପେଟରେ ଓଦାକନା ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ନଖାଇ ନ ପିଇ ଓପାସ ଭୋକରେ କାମ କରିବା —୧. To work without taking any food.
୨. ଦର୍ମା ବା ଖୋରାକି ନ ପାଇ ଚାକିରି ବା କାମ କରିବା — ୨. To work without getting any salary or maintenance.