Jump to content

ପେଟରେ କପଟ ରଖିବା

ଉଇକିଅଭିଧାନ‌ରୁ

ପେଟରେ କପଟ ରଖିବା

ଦେଶଜ - କ୍ରି.

[ସମ୍ପାଦନା]

ହୃଦୟରେ ଛଳକୁ ସ୍ଥାନ ଦେବା

[ଉ—ଚମତ୍କାର କଥା ଦେଖି ହୃଦରେ କପଟ ରଖି କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ]

ପେଟରେ, ପେଟରେ କୋଲପ ପକାଇରଖିବା ===

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବିଷୟ ପ୍ରକାଶ ନ କରିବା