ପେଟରେ ପକାଇବା
ଦେଖଣା
ପେଟରେ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟରେ ପକାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଅନ୍ୟାଯ୍ୟ ଭାବରେ ଆତ୍ମସାତ୍ କରିବା — ୧. (figurative) To misappropriate.
- ୨. ଖାଇବା; ଉଦରସାତ୍ କରିବା —୨. To eat.
- ୩. ଅନ୍ୟକୁ ଖାଇବାକୁ ଦେବା — ୩. To give food to a person; to feed another.