Jump to content

ପେଟରେ ଭୋକ ମୁହଁରେ ଲାଜ

ଉଇକିଅଭିଧାନ‌ରୁ

ପେଟରେ ଭୋକ ମୁହଁରେ ଲାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପେଟେ ଭୋକ ମୁହେଁ ଲାଜ—ଅନ୍ୟରୂପ)

ଦେଶଜ - (ନ୍ୟାୟ)

[ସମ୍ପାଦନା]
୧. କ୍ଷୁଧାର୍ତ୍ତ ବ୍ୟକ୍ତି ଖାଦ୍ୟ ପ୍ରାର୍ଥନା କରିବା ପାଇଁ ଲଜ୍ଜା ବୋଧ କରିବା ନ୍ୟାୟ — ୧. (analogy) A person's feeling of delicacy to beg food while he is hungry.

[ଦ୍ରଷ୍ଟବ୍ୟ —ଏପରି 'ମୁହଁରେ ଲାଜ' କରିବାଦ୍ୱାରା ଫଳତଃ ତାହାର କ୍ଷୁଧା ନିବୃତ୍ତ ହୁଏ ନାହିଁ]

୨. (କୌଣସି ବିଷୟରେ) ଅନ୍ତରରୁ ଅନୁଭୁତ ଅଭାବକୁ ଲଜ୍ଜା ବା ସଙ୍କୋଚବଶତଃ ପ୍ରକାଶ କରିବା — ୨. Not expressing one's mind in shyness.