ପେଟରେ ମାରିବା
ଦେଖଣା
ପେଟରେ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଝାଡ଼ା ଫେରିବାକୁ ଯିବାବେଳେ ଦସ୍ତ ଖୋଲାସା ହେବା ପାଇଁ ପେଟରେ କର— ତଳଦ୍ୱାରା ଫୁଟୁକି ମାରିବା —୧. To pat on one's abdomen with a belief that there will be clean evacuation by this process.
- ୨. କୌଣସି ବ୍ୟକ୍ତିକୁ ଖାଇବାକୁ ନ ଦେବା; କୌଣସି ବ୍ୟକ୍ତିକୁ ଉପାସ ରଖାଇବା —୨. To starve a person; to keep a person starving.
- ୩. କ୍ଷୁଧା ହେଲାବେଳେ ନ ଖାଇବା — ୩. Not to eat when hungry.
- ୪. (ଲକ୍ଷଣାର୍ଥ) ମନୋଗତ କୌଣସି ଦୁଃଖକୁ ବାହାରେ ପ୍ରକାଶ ନ କରିବା —୪. (figurative) Not to give vent to one's mental agony.