Jump to content

ପେଟରେ ରହିବା

ଉଇକିଅଭିଧାନ‌ରୁ

ପେଟରେ ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପେଟରେ କୋଲପ ପଡ଼ି ରହିବା, ପେଟରେ ଚାବି ପଡ଼ି ରହିବା, ପେଟରେ ମୁଦପରି ରହିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କୌଣସି କଥା) ବାହାରେ ପ୍ରକାଶିତ ନ ହୋଇ ମନ ମଧ୍ୟରେ ରହିବା — (any matter) Not to be given out or divulged.

(ଯଥା—ମୋ ପେଟ କଥା ପେଟରେ ରହିଲାଣି)