ପେଟରେ ହେବା
ଦେଖଣା
ପେଟରେ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟରେ ହେବା
|
ଦେଶଜ - କ୍ରି.
[ସମ୍ପାଦନା]ଗର୍ଭବତୀ ବା ଅନ୍ତଃସତ୍ୱା ହେବା — TO become pregnant; to conceive.
- ୨. ପେଟମରା —୨. Colic.
ପେଟରେ ହେବା
|
ଗର୍ଭବତୀ ବା ଅନ୍ତଃସତ୍ୱା ହେବା — TO become pregnant; to conceive.