ପେଟର ଦାଏ
ଦେଖଣା
ପେଟର ଦାଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟର ଦାଏ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୁଧାର ଜ୍ୱାଳା; ବୁଭୁକ୍ଷାର ଉତ୍ପୀଡ଼ନ — ୧. The pangs of hunger.
- ୨. ଉଦରାଗ୍ନ ସଂସ୍ଥାନ ପାଇଁ ଚିନ୍ତା — ୨. Anxiety for earning one's livelihood.
ପେଟର ଦାଏ
|