ପେଟର ପିଲା
ଦେଖଣା
ପେଟର ପିଲା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆପଣା ଗର୍ଭଜାତା ସନ୍ତାନ — ୧. The child of one's womb.
ପେଟର ଛୁଆ,ପେଟର ବଛା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପେଟର ପିଲା
|
- ୨. ସ୍ତନ୍ୟପାୟୀ ଶିଶୁ — ୨. A suckling.
- ୩. ମାତୃ ଗର୍ଭ ମଧ୍ୟସ୍ଥ ଜୀବିତ ଭ୍ରୁଣ — ୩. A quick foetus in the mother's womb.