ପେଟର ବେଦନା
ଦେଖଣା
ପେଟର ବେଦନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟର ବେଦନା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମନୋନଗତ ଦୁଃଖ; ଶୂଳ — ୧. Mental sorrow.
- ୨. ଗର୍ଭ ବେଦନା; ଗର୍ଭିଣୀର ସନ୍ତାନଧାରଣଜନିତ କଷ୍ଟ; ଗର୍ଭର ଭାରା —୨. The difficulties experienced by a woman during pregnacy.
- ୩. ପ୍ରସବ ବେଦନା; ବିଆଣର ଦୁଃଖ; ଶୂଳ — ୩. The pange of childbirth; labour pain; pangs of labour.
- ୪. ପେଟର ରୋଗ —୪. Bowel complaints.
- ୫. କ୍ଷୁଧାର ଉତ୍ପୀଡ଼ନ —୫. The pangs of hunger.