Jump to content

ପେଟାଇବା

ଉଇକିଅଭିଧାନ‌ରୁ

ପେଟାଇବା

ଉଚ୍ଚାରଣ

[ସମ୍ପାଦନା]

(ପେଟେଆଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ପେଟ ଶବ୍ଦରୁ ଓଡ଼ିଆ ନାମ ଧାତୁ)

[ସମ୍ପାଦନା]

ଭୂମିରେ ପେଟ ଲଗାଇ (କୁମ୍ଭୀର ପରି) ହାତ ଗୋଡ଼କୁ ଚଳାଇବାଦ୍ୱାରା ଗତି କରିବା — To move with the hands and legs by having the belly grovelling on the ground; to creep on one's belly; to crawl.

[ଦ୍ରଷ୍ଟବ୍ୟ —ଶିଶୁମାନେ ପ୍ରଥମେ ପେଟାନ୍ତି, ତା ପରେ ଗୁରୁଣ୍ଡନ୍ତି ତା ପରେ ଚାଲନ୍ତି]