Jump to content

ପେଟିଆ

ଉଇକିଅଭିଧାନ‌ରୁ

ପେଟିଆ

ଉଚ୍ଚାରଣ

[ସମ୍ପାଦନା]
(ପେଟେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]

ଉଦର— ଯୁକ୍ତ —(used with other words)—Bellied.

(ଯଥା—ଥନ୍ତଲପେଟିଆ 'ଥ' ଦହିନଉତିଆ 'ଦ'—ଶିଶୁବଚନ; ମୃଦଙ୍ଗପେଟିଆ ଇତ୍ୟାଦି)