ପେଟି ଗଣ୍ଠି
ଦେଖଣା
ପେଟି ଗଣ୍ଠି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଗୁଡ଼ିଏ ଲମ୍ୱ ବାଉଁଶ ଶଗଡ଼ରେ ବୋଝାଇ କରି ନିଆଯିବା ଅବସ୍ଥାରେ ଶଗଡ଼ର ଦଣ୍ଡା ପାଖରେ ବାଉଁଶର ଯେଉଁ ଅଗମାନ ଅବସ୍ଥାରେ ଦଣ୍ଡାର ବାହାରକୁ ବହକା ରହିଥାଏ ସେହି ଅଗମାନଙ୍କୁ ଯେଉଁ ଲଇଗଣ୍ଠିଦ୍ୱାରା ଏକତ୍ର ବିଡ଼ା କରି ବନ୍ଧାଯାଏ —A knot of some tenacious creeper with which the bulging out ends of cartload of bamboos are tied together,
[ଦ୍ରଷ୍ଟବ୍ୟ —ଦଣ୍ଡାରୁ ବହକି ଥିବା ବାଉଁଶମାନଙ୍କ ଅଗ ମଧ୍ୟରୁ ୨ଟି ଅଗ ବନ୍ଧା ଯାଏ ନାହଁ ସେହି ୨ଟି ଅଗ ଶଗଡ଼ର ଦଣ୍ଡାର କାର୍ଯ୍ୟ କରେ]