ପେଟି ଲଇ
ଦେଖଣା
ପେଟି ଲଇ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପେଟି ବତାକୁ ଭିଡ଼ି ବାନ୍ଧିବା ପାଇଁ ବ୍ୟବହୃତ ଲଇ —Tenacious fibres of creepers used in tying the split bamboo laths inside the surface of a thatch-frame.
ପ୍ରାଦେଶିକ - (ଡ଼ଜାତ)
[ସମ୍ପାଦନା]ଶଗଡ଼ରେ ବାଉଁଶ ଗୋଛା ଆଣିବା ବେଳେ ପେଟି ଗଣ୍ଠି ବନ୍ଧିବାରେ ବ୍ୟବହୃତ ଲଇ — Tanacious fibres of creepers used in tying the bulging ends of long bamboos carroed on carts.