ପେଟି ଶେଣୀ
ଚାଳ ଘରର ଉରାକୁ ଲଗାଇ କରି ଦିଆଯିବା ଲମ୍ୱା ଶେଣୀ —The long wall-plate put over the Urā of a thatched house.
[ ଦ୍ର—ଏହା ଯୋଗୁଁ ଉରା ଦମ୍ଭ ହୁଏ ବାଡ଼ିତିଆଡ଼ି କାନ୍ଥର ବାଉଁଶର ଅଗମାନ ଏହି ଶେଣୀରେ କଣ୍ଟାଦ୍ୱାରା ମରାଯାଏ]